କନକ ବ୍ୟୁରୋ : ବୌଦ୍ଧ ଓ ବଲାଙ୍ଗୀରରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର । ଚିଟଫଣ୍ଡ ଘୋଟାଲାରେ ସଂପୃକ୍ତ ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ମାଓବାଦୀ ଏହି ପୋଷ୍ଟର ମାରିଛନ୍ତି । ପୋଷ୍ଟରରେ ମନ୍ତ୍ରୀ ସଂଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂଦେଓ ଓ ଅରୁଣ ସାହୁଙ୍କ ନାଁ ଉଲ୍ଲେଖ ରହିଛି। ବୌଦ୍ଧ ମନମୁଣ୍ଡା ପ୍ରାଣୀ ଚିକିତ୍ସାକେନ୍ଦ୍ର ଓ ଟିଟଲାଗଡ ସଇଁତଳା ସ୍ଥିତ ଚାରିଛକରେ ଏହି ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି । ୧୦ ଦିନ ମଧ୍ୟରେ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ମାଓବାଦୀମାନେ ଧମକ ଦେଇଛନ୍ତି ।
ବୌଦ୍ଧ ଓ ବଲାଙ୍ଗୀରରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର : ଚିଟଫଣ୍ଡ ଘୋଟାଲାରେ ସଂପୃକ୍ତ ମନ୍ତ୍ରୀଙ୍କୁ ବହିଷ୍କାର ଦାବି
/kanak/media/post_attachments/wp-content/uploads/2016/08/vlcsnap-2016-08-06-10h05m18s876.png)