ପୁଣି ମାତିଲେ ମାଓବାଦୀ ! ରାୟଗଡାର ସଲପଝୁଲା ଗାଁରେ ଜଣଙ୍କୁ ଗଳାକାଟି ହତ୍ୟା

Advertisment
ପୁଣି ମାତିଲେ ମାଓବାଦୀ ! ରାୟଗଡାର ସଲପଝୁଲା ଗାଁରେ ଜଣଙ୍କୁ ଗଳାକାଟି ହତ୍ୟା

କନକ ବ୍ୟୁରୋ : ପୁଣି ମାତିଲେ ମାଓବାଦୀ । ରାୟଗଡା ନିୟମଗିରିରେ ଥିବା ସଲପଝୁଲା ଗାଁରେ ମାଓବାଦୀ ଜଣଙ୍କୁ ହତ୍ୟା କରିଛନ୍ତି । ମାଳି ପୁସିକାଙ୍କ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ ।

ତେବେ ଗତ ୨ ଦିନ ତଳେ ମାଓବାଦୀ ୨ ଜଣଙ୍କୁ ଅପହରଣ କରିନେଇଥିଲେ । ତେବେ ମାଣ୍ଡ୍ରୁ ପୁସିକାଙ୍କୁ ଛାଡିଦେଇଥିବାବେଳେ ମାଳି ପୁସିକାଙ୍କୁ ଆଜି ହତ୍ୟା କରିଥିବା ନେଇ ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe