କନକ ବ୍ୟୁରୋ : ପୁଣି ମାତିଲେ ମାଓବାଦୀ । ରାୟଗଡା ନିୟମଗିରିରେ ଥିବା ସଲପଝୁଲା ଗାଁରେ ମାଓବାଦୀ ଜଣଙ୍କୁ ହତ୍ୟା କରିଛନ୍ତି । ମାଳି ପୁସିକାଙ୍କ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ ।
ତେବେ ଗତ ୨ ଦିନ ତଳେ ମାଓବାଦୀ ୨ ଜଣଙ୍କୁ ଅପହରଣ କରିନେଇଥିଲେ । ତେବେ ମାଣ୍ଡ୍ରୁ ପୁସିକାଙ୍କୁ ଛାଡିଦେଇଥିବାବେଳେ ମାଳି ପୁସିକାଙ୍କୁ ଆଜି ହତ୍ୟା କରିଥିବା ନେଇ ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/maoist.jpg)