ମାଲକାନଗିରିରେ ନିର୍ବାଚନ ଅଧିକାରୀଙ୍କୁ ଅପହରଣ କରିଥିଲେ ମାଓବାଦୀ : ମାଓ କବଳରୁ ମୁକୁଳିବା ପରେ କନକ ନ୍ୟୁଜକୁ ପ୍ରବୀଣ ସୁରିନଙ୍କ ସୂଚନା

ମାଲକାନଗିରିରେ ନିର୍ବାଚନ ଅଧିକାରୀଙ୍କୁ ଅପହରଣ କରିଥିଲେ ମାଓବାଦୀ : ମାଓ କବଳରୁ ମୁକୁଳିବା ପରେ କନକ ନ୍ୟୁଜକୁ ପ୍ରବୀଣ ସୁରିନଙ୍କ ସୂଚନା

କନକ ବ୍ୟୁରୋ : ମାଲକାନଗିରିରେ ନିର୍ବାଚନ ଅଧିକାରୀଙ୍କୁ ଅପହରଣ କରିଥିଲେ ମାଓବାଦୀ । ନିର୍ବାଚନ ଅଧିକାରୀଙ୍କୁ ବିଚ୍ଛିନ୍ନାଂଚଳରେ ମାଓବାଦୀ ଅପହରଣ କରିନେଇଥିଲେ । ୫ଜଣ ସରକାରୀ କର୍ମଚାରୀଙ୍କୁ ମାଓବାଦୀ ଅପହରଣ କରିଥିବା କନକ ନ୍ୟୁଜକୁ ସୂଚନା ଦେଲେ ଅପହରଣ ହୋଇଥିବା ପ୍ରବୀଣ ସୁରିନ୍ । ଏନେଇ ସ୍ପଷ୍ଟ କରିଛନ୍ତି ଦକ୍ଷିଣାଂଚଳ ଡିଆଇଜି ଏସ୍.ସାଇନୀ ।

ଗତକାଲି ଦିନ ୯ଟାରୁ ଗୁରା ସେତୁ ନିକଟରୁ ୫ଜଣ କର୍ମଚାରୀଙ୍କୁ ମାଓବାଦୀ ଅପହରଣ କରିଥିଲେ । ପଂଚାୟତ ନିର୍ବାଚନ କାମରେ ଯାଇଥିବା ପ୍ରବୀଣ ତୁରିନ, କାମିନୀକାନ୍ତ ସିଂ, ପଦ୍ମନାଭ ବାଲା, ଏସପି ରାଜଗୁରୁ, ବାବୁଙ୍କୁ ଅପହରଣ କରିଥିଲେ ମାଓବାଦୀ ।

ଏହାସହ ଦେଖନ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe