କନକ ବ୍ୟୁରୋ : ମାଓବାଦୀଙ୍କ ଭାରତ ବନ୍ଦ ଡାକରା । ପ୍ରଫେସର ସାଇବାବାଙ୍କ ଦଣ୍ଡାଦେଶ ପ୍ରତିବାଦରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଫଳରେ ମାଲକାନଗିରିରେ ବସ ଚଳାଚଳ ବନ୍ଦ ରହିଛି । ଛତିଶଗଡ ବସ୍ତର ଅଂଚଳରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି ।
ସେହିପରି କିରଣ୍ଡୁଲ-ବିଶାଖପାଟଣା ଟ୍ରେନର ଗତିପଥ ପରିବର୍ତନ କରାଯାଇଛି । ବିଶାଖପାଟଣା ପରିବର୍ତେ ଜଗଦଲପୁର ଯାଏଁ ଟ୍ରେନ ଯିବ । ମହାରାଷ୍ଟ୍ର ଗଡଚିରୋଲିରୁ ଗିରଫ ହୋଇଥିଲେ ସାଇବାବାଙ୍କ ସହ ଅନ୍ୟ ୫ ସହଯୋଗୀ ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/mao-3.jpg)