ଲାଲ କରିଡରରେ ଗର୍ଜୁଛି ବନ୍ଧୁକ : ଯବାନଙ୍କ ଗୁଳିରେ ଆଜି ଆଉ ୨ ମାଓବାଦୀଙ୍କ ମୃତ

ବିଚ୍ଛିନାଂଚଳରେ ଏବେ ବି ଜାରି ରହିଛି ଗୁଳି ବିନିମୟ : ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ୪ ନକ୍ସଲ ମୃତ

ମାଲକାନଗିରି : ଅପରେସନ ପଣସପୁଟ, ଲାଲ କରିଡରରେ ଗର୍ଜୁଛି ବନ୍ଧୁକ । ମାଲକାନଗିରି ବିଚ୍ଛିନ୍ନାଂଚଳରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଚାଲିଛି ଗୁଳି ବିନିମୟ । ଯବାନଙ୍କ ଗୁଳିରେ ଆଜି ରାମଗଡ ଜଙ୍ଗଲରେ ଆଉ ୨ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ତେବେ ଏବେ ସୁଦ୍ଧା ପଣସପୁଟ ଜଙ୍ଗଲରେ ଜାରି ରହିଥିବା ଏନକାଉଂଟରରେ ୩୦ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ତେବେ ବିଚ୍ଛିନ୍ନାଂଚଳ ଏନକାଉଂଟରରେ ସଫଳତା ମିଳିବା ପରେ ମାଓବାଦୀମାନେ ଅଘଟଣ ଘଟାଇବାର ଆଶଙ୍କା କରାଯାଉଛି । ପଣସପୁଟ ଏନକାଉଂଟର ପରେ ମାଲକାନଗିରି ସମେତ କୋରାପୁଟ, କଳାହାଣ୍ଡିରେ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe