ମାଲକାନଗିରି: ମାଲକାନଗିରି ମାଓ କ୍ୟାମ୍ପରେ ବିଏସଏଫ ଯାବାନଙ୍କ ଚଢାଉ । ଚଢାଉ ବେଳେ ବିଛିନ୍ନାଂଚଳ ଚିତ୍ରକୋଣ୍ଡା ଖାଲପଦର ଜଙ୍ଗଲରୁ ୫ ବନ୍ଧୁକ ଜବତ ହୋଇଛି । ୪ ଦେଶୀ ବନ୍ଧୁକ, ଗୋଟିଏ ପିସ୍ତଲ ଓ ବହୁ ଗୁଳିଗୁଳା ଜବତ ହୋଇଛି । ତେବେ ବିଏସଏଫ ଯବାନଙ୍କ ଅତର୍କିତ ଚଢାଉ ସମୟରେ ସେଠାରେ ଥିବା ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି ।
ମାଲକାନଗିରି ମାଓ କ୍ୟାମ୍ପରେ ବିଏସଏଫ ଯବାନଙ୍କ ଚଢାଉ
/kanak/media/post_attachments/wp-content/uploads/2016/04/BSF-jawans.png)