ପ୍ୟାରିସ ଅଲିମ୍ପିକ୍ସର ଚତୁର୍ଥ ଦିନ ; ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ୍ ଇଭେଣ୍ଟରେ କାଂସ୍ୟ ପଦକ ପାଇଁ ଲଢ଼ିବେ ମନୁ ଭାକର-ସରବଜୋତ ସିଂହ

Advertisment
ପ୍ୟାରିସ ଅଲିମ୍ପିକ୍ସର ଚତୁର୍ଥ ଦିନ ; ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ୍ ଇଭେଣ୍ଟରେ କାଂସ୍ୟ ପଦକ ପାଇଁ ଲଢ଼ିବେ ମନୁ ଭାକର-ସରବଜୋତ ସିଂହ

କନକ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସରେ ଆଜି ଚତୁର୍ଥ ଦିନ । ଦ୍ୱିତୀୟ ପଦକ ଦିଗରେ ଅଗ୍ରସର ମନୁ ଭାକର। ୧୦ ମିଟର ଏୟାର ପିସ୍ତଲ ଯୋଡି ଇଭେଣ୍ଟର କାଂସ୍ୟ ପଦକ ମ୍ୟାଚ୍ ପାଇଁ ମନୁ ଓ ସରବଜୋତ ସିଂହ ଯୋଗ୍ୟତା ଅର୍ଜନ କରିଛନ୍ତି। ମନୁ ଓ ସରବଜୋତ ୫୮୦ ପଏଣ୍ଟ କରିଥିଲେ। ଏହି ଯୋଡ଼ି ଏବେ ପଦକ ପାଇଁ ମଙ୍ଗଳବାର ଦକ୍ଷିଣ କୋରିଆର ଓୟି ଜିନ୍ ଓ-ଲି ଏବଂ ଲି ଓନୁଙ୍କୁ ଭେଟିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe