ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ ମନୋଜ ମିଶ୍ରଙ୍କ ଇସ୍ତଫା

Advertisment
ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ ମନୋଜ ମିଶ୍ରଙ୍କ ଇସ୍ତଫା

କନକ ବ୍ୟୁରୋ: ଇସ୍ତଫା ଦେଲେ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର । ଗୁରୁବାର ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ସୂଚନା ଦିଆଯାଇଛି । ତେବେ ୨୦୦୦ ବ୍ୟାଚର ଏହି ଆଇଏଏସ୍ ଅଫିସର ଦୀର୍ଘ ଦିନ ଧରି ଏହି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାମ କରୁଥିଲେ । ହେଲେ ଏବେ ସେ ଇସ୍ତଫା ଦେଇଛନ୍ତି ।publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe