କନକ ବ୍ୟୁରୋ: ଇସ୍ତଫା ଦେଲେ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର । ଗୁରୁବାର ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ସୂଚନା ଦିଆଯାଇଛି । ତେବେ ୨୦୦୦ ବ୍ୟାଚର ଏହି ଆଇଏଏସ୍ ଅଫିସର ଦୀର୍ଘ ଦିନ ଧରି ଏହି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାମ କରୁଥିଲେ । ହେଲେ ଏବେ ସେ ଇସ୍ତଫା ଦେଇଛନ୍ତି ।/kanak/media/post_attachments/wp-content/uploads/2024/06/WhatsApp-Image-2024-06-06-at-5.31.18-PM.jpeg)
ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ ମନୋଜ ମିଶ୍ରଙ୍କ ଇସ୍ତଫା
/kanak/media/post_attachments/wp-content/uploads/2024/06/37-3.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)