କନକ ବ୍ୟୁରୋ: ଚାନ୍ଦବାଲି ଆସନରୁ ପରାଜିତ ହେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ୧ ହଜାର ୯୧୬ ଭୋଟରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ । ୨୦୧୪ ମସିହାରେ ବ୍ୟୋମକେଶ ପ୍ରଥମଥର ପାଇଁ ଏହି ଆସନରୁ ବିଜୟୀ ହୋଇ ଥିଲେ । ତେବେ ୨୦୨୪ରେ ବି ପୁଣି ବିଜୟୀ ହୋଇ ନିଜ ଗଡ ରକ୍ଷା କରିବାରେ ସେ ସଫଲ ହୋଇଛନ୍ତି ।
ଚାନ୍ଦବାଲିରୁ ହାରିଗଲେ ମନମୋହନ ସାମଲ: ୧ ହଜାର ୯୧୬ ଭୋଟରେ ବିଜୟୀ ହେଲେ ବ୍ୟୋମକେଶ
/kanak/media/post_attachments/wp-content/uploads/2024/06/48.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)