ବାଇକ୍ ଆରୋହୀଙ୍କୁ କାଳ ହଉଛି ଗୁଡି ମାଞ୍ଜା ସୂତା । କଟକରେ ମାଞ୍ଜା ସୂତା ଲାଗି ୨ ଆହତ ।

Advertisment
ବାଇକ୍ ଆରୋହୀଙ୍କୁ କାଳ ହଉଛି ଗୁଡି ମାଞ୍ଜା ସୂତା । କଟକରେ ମାଞ୍ଜା ସୂତା ଲାଗି ୨ ଆହତ ।

କନକ ବ୍ୟୁରୋ: ମକର ସଂକ୍ରାନ୍ତିରେ ଅଘଟଣ । ଗୁଡ଼ି ସୂତା ଲାଗି ଦୁଇ ଜଣ ଆହତ ହୋଇଛନ୍ତି । କଟକ ବାଲିକୁହା ଛକ ନିକଟରେ ଏହି ଅଘଟଣ ଘଟିଛି । ଚାଇନା ସୂତା ଲାଗିଯିବାରୁ ବାଇକରେ ଯାଉଥିବା ଦୁଇ ଜଣ ଆହତ ହୋଇଛନ୍ତି । ଜଣଙ୍କ ବେକରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କ ହାତ ପାପୁଲିରେ ଆଘାତ ଲାଗିଛି । ଆହତ ଦୁଇ ଜଣଙ୍କ ଘର ନିଆଳି ଅଞ୍ଚଳର । ଏମାନେ ବାଇକ୍ରେ କଟକ ଯାଉଥିବା ବେଳେ ବାଲିକୁଦା ନିକଟରେ ଏହି ଅଘଟଣ ଘଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe