ବିଗତ ଦିନର ଅଭିନେତ୍ରୀ ନର୍ଗିସଙ୍କ ଚରିତ୍ରରେ ଅଭିନୟ କରିବେ ମନିଶା କୋଇରାଲା । ମିଳିଥିବା ସୂଚନାରୁ ଜଣାପଡିଛି ଯେ, ମନିଶା ସଂଜୟ ଦତ୍ତଙ୍କ ବାୟୋପିକ ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି । ସିନେମାରେ ମନିଶା, ରଣବୀର କପୁରଙ୍କ ମା ଭୂମିକାରେ ନଜର ଆସୁଛନ୍ତି ।
ସଂଜୟଙ୍କ ବାୟୋପିକରେ ରଣବୀର କପୁର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ତେବେ ଅସୁସ୍ଥତା ହେତୁ ସିନେମାରେ ସିନେମା ଦୁନିଆରୁ ଦୀର୍ଘଦିନ ଧରି ଦୁରେଇଯାଇଥିଲେ ମନିଶା । ଏବେ ତାଙ୍କର ଜବରଦସ୍ତ କମବ୍ୟାକ ହେବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/manisha-koirala.jpg)