ସଂଞ୍ଜୟ ଦତଙ୍କ ବାୟୋପିକରେ ନର୍ଗିସଙ୍କ ଭୂମିକାରେ ନଜର ଆସିବେ ମନିଷା କୋଇରାଲା

ସଂଞ୍ଜୟ ଦତଙ୍କ ବାୟୋପିକରେ ନର୍ଗିସଙ୍କ ଭୂମିକାରେ ନଜର ଆସିବେ ମନିଷା କୋଇରାଲା

source- www. the indian express.com

ସଂଞ୍ଜୟ ଦତଙ୍କ ଜୀବନୀକୁ ନେଇ ନିର୍ମାଣ ଚାଲିଥିବା ସିନେମାରେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳିଛି । ସଂଞ୍ଜୟଙ୍କ ମା ନର୍ଗିସ ଦତଙ୍କ ଭୂମିକାରେ ମନିଷା କୋଇରାଲା ଅଭିନୟ କରିବେ । ମନିଷା କୋଇରାଲାଙ୍କ ଅଭିନୟକୁ ନେଇ ସିନେମାର ନିର୍ଦ୍ଦେଶକ ରାଜ କୁମାର ହିରାନୀ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ମନିଷା ଭଲ ଅଭିନେତ୍ରୀ ଏବଂ ମନିଷା ଏହି ଫିଲ୍ମରେ ଅଭିନୟ କରିଥିବାରୁ ସେ ବହୁତ ଖୁସି ।

ଦୁଇ ସପ୍ତାହ ପୂର୍ବରୁ ମନିଷା ନିଜ ଇଷ୍ଟଗ୍ରାମ ଆକାଂଉଟରେ ହିରାନୀଙ୍କ ସହିତ ଫଟୋ ପୋଷ୍ଟ କରିଥିଲେ । ସଂଜୟଙ୍କ ଭୁମିକାରେ ରକଷ୍ଟାର ରଣବୀର କପୁର ଅଭିନୟ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe