ସଂଞ୍ଜୟ ଦତଙ୍କ ଜୀବନୀକୁ ନେଇ ନିର୍ମାଣ ଚାଲିଥିବା ସିନେମାରେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳିଛି । ସଂଞ୍ଜୟଙ୍କ ମା ନର୍ଗିସ ଦତଙ୍କ ଭୂମିକାରେ ମନିଷା କୋଇରାଲା ଅଭିନୟ କରିବେ । ମନିଷା କୋଇରାଲାଙ୍କ ଅଭିନୟକୁ ନେଇ ସିନେମାର ନିର୍ଦ୍ଦେଶକ ରାଜ କୁମାର ହିରାନୀ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ମନିଷା ଭଲ ଅଭିନେତ୍ରୀ ଏବଂ ମନିଷା ଏହି ଫିଲ୍ମରେ ଅଭିନୟ କରିଥିବାରୁ ସେ ବହୁତ ଖୁସି ।
ଦୁଇ ସପ୍ତାହ ପୂର୍ବରୁ ମନିଷା ନିଜ ଇଷ୍ଟଗ୍ରାମ ଆକାଂଉଟରେ ହିରାନୀଙ୍କ ସହିତ ଫଟୋ ପୋଷ୍ଟ କରିଥିଲେ । ସଂଜୟଙ୍କ ଭୁମିକାରେ ରକଷ୍ଟାର ରଣବୀର କପୁର ଅଭିନୟ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/manisha-7591.jpg)