ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବି । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରୀ କଲେ ଜୋମି କୁକି ସମ୍ପ୍ରଦାୟ ।

Advertisment
ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବି । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରୀ କଲେ ଜୋମି କୁକି ସମ୍ପ୍ରଦାୟ ।

କନକ ବ୍ୟୁରୋ: ରାଜ୍ୟରେ ଉଗ୍ର ହିଂସାର ସ୍ଥାୟୀ ସମାଧାନ ପାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଲେ ଜୋମି- କୁକି ସଙ୍ଗଠନ । ରାଜ୍ୟରେ ୩୫୬ ଧାରା ଲାଗୁ କରି ରାଷ୍ଟ୍ରପତି ଶାସନ ଜାରି କରିବା ସହ ହିଂସାର ମୂଳ କାରଣ ଖୋଜିବାକୁ ଏନଆଇଏ ଯାଞ୍ଚ କରାଇବାକୁ ଅପିଲ କରିଛି ସଙ୍ଗଠନ ।

ମେ ୩ ତାରିଖରୁ ମଣିପୁରରେ ଲାଗି ରହିଛି ହିଂସା । ଏହା ମଧ୍ୟରେ ଏଥିରୁ ନିସ୍ତାର ପାଇବାକୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଅପିଲ କରିଛି ଜୋମି- କୁକି ସଙ୍ଗଠନ ।ଏହାସହ ପାହାଡି ଇଲାକାରେ ପୁଣି ଥରେ AFSPA ଲାଗୁ କରାଯାଉ, ଫଳରେ ପୁରା ରାଜ୍ୟରେ ସେନାର ନିୟନ୍ତ୍ରଣ ରହିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଜୋମି – କୁକି ସଙ୍ଗଠନର ଅପିଲକୁ ନଶୁଣିବାକୁ କହିଛି ମୈତେଇ ସମ୍ପ୍ରଦାୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe