ପରୋକ୍ଷରେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଆରଏସଏସ ମୁଖ୍ୟଙ୍କ ଟାର୍ଗେଟ୍ । ଜନସେବାରେ ମର୍ଯ୍ୟାଦା ପାଳନ କରିବା ଓ ଅହଂକାର ଛାଡିବାକୁ ଦେଲେ ପରାମର୍ଶ

Advertisment
ପରୋକ୍ଷରେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଆରଏସଏସ ମୁଖ୍ୟଙ୍କ ଟାର୍ଗେଟ୍ । ଜନସେବାରେ ମର୍ଯ୍ୟାଦା ପାଳନ କରିବା ଓ ଅହଂକାର ଛାଡିବାକୁ ଦେଲେ ପରାମର୍ଶ

କନକ ବ୍ୟୁରୋ : ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବୟାନକୁ ନେଇ ପୁଣି ଚର୍ଚ୍ଚା । ପରୋକ୍ଷରେ ପୁଣି ଥରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶାଣିତ ଢଙ୍ଗରେ ଟାର୍ଗେଟ କରିଛନ୍ତି । ଝାଡଖଣ୍ଡରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ଭାଗବତ କହିଥିଲେ ଆତ୍ମ ବିକାଶର ଅନ୍ତ ନାହିଁ । ତେଣୁ ନିଜକୁ ସୁପରମ୍ୟାନ,ଇଶ୍ବର କହିବା କେତେ ଦୂର ଠିକ? ମାନବ ସେବା ପାଇଁ କର୍ତ୍ତବ୍ୟ ଜାରି ରଖିବା ଜରୁରୀ କାରଣ । ଏଥିସହ ସେ କହିଥିଲେ ମଣିଷ ହେବା ସତ୍ବେ ଯଦି ମାନବୀୟ ଗୁଣ ଅଭାବ ରହିବା ଠିକ ନୁହେଁ । ଭାଗବତଙ୍କ ବୟାନକୁ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି । ବିଜେପି ଉପରେ ଏହାକୁ ଆରଏସଏସର ଅଗ୍ନିମିସାଇଲ ମାଡ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ଜୟରାମ ରମେଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe