ରଜରେ ଶଳା-ଭିଣୋଇ ଜଙ୍ଗଲରେ କରୁଥିଲେ ବାରହା ଶିକାର । ଭୁଲରେ ଭିଣୋଇ ଚଳାଇଦେଲା ଗୁଳି, ଟଳିପଡିଲେ ଶଳା

Advertisment
ରଜରେ ଶଳା-ଭିଣୋଇ ଜଙ୍ଗଲରେ କରୁଥିଲେ ବାରହା ଶିକାର । ଭୁଲରେ ଭିଣୋଇ ଚଳାଇଦେଲା ଗୁଳି, ଟଳିପଡିଲେ ଶଳା

କନକ ବ୍ୟୁରୋ : ମୋହନା ଶିକୁଳିପଦର ପଂଚାୟତର ଭାଲିଆଗଣି ଗାଁ ଜଙ୍ଗଲରେ ଗୁଳିକାଣ୍ଡ ଘଟିଛି । ଭିଣୋଇର ଗୁଳିମାଡ଼ରେ ଶଳା କୈଳାଶ ନାୟକଙ୍କ ମୃତ୍ୟୁ ହୋଇଛି । ରଜରେ ବାରହା ଶିକାର ପାଇଁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ଶିକାର କରିଥିଲେ ଗାଁରେ ଭୋଜି ଭାତର ଆଶ୍ରୟ ଜମିଥାନ୍ତା । କିନ୍ତୁ ଗୁଳିମାଡ଼ରେ କୈଳାଶଙ୍କ ମୃତ୍ୟୁ ହୋଇଛି । ଘଟଣା ଜଣାପଡ଼ିବା ପରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe