ମଇଁଷି ଚୋରି ପାଇଁ ବନ୍ଧା ପଡିଛି ଜୀବନ ! ବୈପାରୀଗୁଡାରେ ୧୧ ଦିନ ହେବ ୨ ଜଣଙ୍କୁ ତାଲା ପକାଇ ରଖିଛନ୍ତି ଗାଁଲୋକେ

14

କନକ ବ୍ୟୁରୋ: ମଇଁଷି ଚୋରି ପାଇଁ ବନ୍ଧାପଡିଛି ଜୀବନ । ଜୟପୁର ବୈପାରୀଗୁଡା ଦଣ୍ଡାବାଡି ପଂଚାୟତର ବିରିଗୁଡା ଗାଁରୁ ଆସିଛି ଏଭଳି ଅଭିଯୋଗ । ମଇଁଷି ଚୋରି ଅଭିଯୋଗରେ ୧୧ ଦିନ ହେବ ୨ ଜଣଙ୍କୁ ତାଲା ପକାଇ ରଖିଛନ୍ତି ଗ୍ରାମବାସୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.