ଯୁବକ ଡେଇଁଲେ ଦୟାନଦୀକୁ... ପୋଲ ଉପରେ ବାଇକ୍ ରଖି ନଦୀକୁ ଡେଇଁପଡିଥିବା ସୂଚନା । ସର୍ଚ୍ଚ ଅପରେସନ ଜାରି । କାହିଁକି ଡେଇଁଲେ କାରଣ ଅସ୍ପଷ୍ଟ । ଗତକାଲି ବି ଡେଇଁଥିଲେ ଆଉ ଜଣେ ଯୁବକ

Advertisment
ଯୁବକ ଡେଇଁଲେ ଦୟାନଦୀକୁ... ପୋଲ ଉପରେ ବାଇକ୍ ରଖି ନଦୀକୁ ଡେଇଁପଡିଥିବା ସୂଚନା । ସର୍ଚ୍ଚ ଅପରେସନ ଜାରି । କାହିଁକି ଡେଇଁଲେ କାରଣ ଅସ୍ପଷ୍ଟ । ଗତକାଲି ବି ଡେଇଁଥିଲେ ଆଉ ଜଣେ ଯୁବକ

କନକ ବ୍ୟୁରୋ: ଦୟାନଦୀକୁ ଡେଇଁପଡିଲେ ଯୁବକ । ପୋଲ ଉପରେ ବାଇକ୍ ରଖି ଡେଇଁପଡିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା । ଡେଇଁପଡିଥିବା ଯୁବକ ପୁରୁଣା ଭୁବନେଶ୍ୱର କପିଳେଶ୍ୱର ମନ୍ଦିର ନିକଟ ଖୁଂଟିଆ ସାହିର ମଧୁସୂଦନ ଖୁଂଟିଆ ବୋଲି ଜଣାପଡିଛି । ତାଙ୍କ ବୟସ ୨୯ ବର୍ଷ ।

ତେବେ ଯୁବକ ଜଣଙ୍କ କାହିଁକି ଡେଇଁଛନ୍ତି ତାହାର କାରଣ ଜଣାପଡି ନାହିଁ । ଏବେ ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି ରଖିିଛି । ଗତକାଲି ମଧ୍ୟ ଜଣେ ଯୁବକ ଦୟା ନଦୀକୁ ଡେଇଁ ପଡିଥିଲେ । ଏପର୍ଯ୍ୟନ୍ତ ତାଙ୍କର ପତା ମିଳିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe