ଯୁବକ ଡେଇଁଲେ ଦୟାନଦୀକୁ… ପୋଲ ଉପରେ ବାଇକ୍ ରଖି ନଦୀକୁ ଡେଇଁପଡିଥିବା ସୂଚନା । ସର୍ଚ୍ଚ ଅପରେସନ ଜାରି । କାହିଁକି ଡେଇଁଲେ କାରଣ ଅସ୍ପଷ୍ଟ । ଗତକାଲି ବି ଡେଇଁଥିଲେ ଆଉ ଜଣେ ଯୁବକ

814

କନକ ବ୍ୟୁରୋ: ଦୟାନଦୀକୁ ଡେଇଁପଡିଲେ ଯୁବକ । ପୋଲ ଉପରେ ବାଇକ୍ ରଖି ଡେଇଁପଡିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା । ଡେଇଁପଡିଥିବା ଯୁବକ ପୁରୁଣା ଭୁବନେଶ୍ୱର କପିଳେଶ୍ୱର ମନ୍ଦିର ନିକଟ ଖୁଂଟିଆ ସାହିର ମଧୁସୂଦନ ଖୁଂଟିଆ ବୋଲି ଜଣାପଡିଛି । ତାଙ୍କ ବୟସ ୨୯ ବର୍ଷ ।

ତେବେ ଯୁବକ ଜଣଙ୍କ କାହିଁକି ଡେଇଁଛନ୍ତି ତାହାର କାରଣ ଜଣାପଡି ନାହିଁ । ଏବେ ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି ରଖିିଛି । ଗତକାଲି ମଧ୍ୟ ଜଣେ ଯୁବକ ଦୟା ନଦୀକୁ ଡେଇଁ ପଡିଥିଲେ । ଏପର୍ଯ୍ୟନ୍ତ ତାଙ୍କର ପତା ମିଳିନାହିଁ ।

ଦୟା ନଦୀକୁ ଡେଇଁପଡିଲେ ଯୁବକ

#ଦୟା_ନଦୀକୁ_ଡେଇଁପଡିଲେ_ଯୁବକ ଦୟା ବ୍ରିଜ ଉପରୁ ନଦୀକୁ ହଠାତ୍ ଡେଇଁପଡିଲେ ଯୁବକ : ଅଗ୍ନିଶମବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଜାରି , ଯୁବକ କାହିଁକି ନଦୀକୁ ଡେଇଁଲେ କାରଣ ଅସ୍ପଷ୍ଟ #KanakNews #Bhubaneswar #Odisha

Posted by Kanak News on Thursday, September 3, 2020