କନକ ବ୍ୟୁରୋ : ଖୋର୍ଦ୍ଧା ସହର ନିକଟରେ ପୁଣି ହାତୀ ଆତଙ୍କ । ଖୋର୍ଦ୍ଧା ନିକଟସ୍ଥ ଟାଙ୍ଗିଆପଡା ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତିଙ୍କ ନାଁ ନାରାୟଣ ସାମନ୍ତରାୟ । ହାତୀ ଆକ୍ରମଣରେ ତାଙ୍କର ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି ।
ଖୋର୍ଦ୍ଧାରେ ହାତୀ ଆତଙ୍କ : ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ
/kanak/media/post_attachments/wp-content/uploads/2021/02/6-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)