ସାଂସଦଙ୍କ ଗ୍ରାଣ୍ଡ ରିସେପ୍ସନ୍ ! ଆଜି କଲିକତାରେ ଆୟୋଜନ ହେବ ମହିଳା ସାଂସଦ ନୁସରତ୍ ଜହାଁଙ୍କ ଗ୍ରାଣ୍ଡ ରିସେପ୍ସନ୍

ସାଂସଦଙ୍କ ଗ୍ରାଣ୍ଡ ରିସେପ୍ସନ୍ ! ଆଜି କଲିକତାରେ ଆୟୋଜନ ହେବ ମହିଳା ସାଂସଦ ନୁସରତ୍ ଜହାଁଙ୍କ ଗ୍ରାଣ୍ଡ ରିସେପ୍ସନ୍

ବଙ୍ଗାଳୀ ଅଭିନେତ୍ରୀ ତଥା ଲୋକସଭା ନିର୍ବାଚନରେ ବିଜୟ ଲାଭ କରିଥିବା ମହିଳା ସାଂସଦ ନୁସରତ୍ ଜହାଁ ଗତମାସରେ ତୁର୍କୀରେ ନିଜ ପୁରୁଷବନ୍ଧୁ ନିଖିଲ୍ ଜୈନଙ୍କ ସହ ବିବାହ କରିଥିଲେ । ଆଜି ନୁସରତ୍ କୋଲକାତାରେ ବିବାହର ଗ୍ରାଣ୍ଡ ରିସେପ୍ସନ୍ ଦେବାକୁ ଯାଉଛନ୍ତି । ଏହି ରିସେପ୍ସନ୍ ରେ ସିନେ ଇଣ୍ଡଷ୍ଟ୍ରି , ପଲିଟିକ୍ସ ଏବଂ ବ୍ୟବସାୟ ଇଣ୍ଡଷ୍ଟ୍ରିର ନାମୀଦାମୀ ଲୋକ ଯୋଗ ଦେବେ ।

publive-image

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଇଟିସି ରୟାଲରେ ହେଉଥିବା ଏହି ରିସେପ୍ସନ୍ ରେ ଯୋଗ ଦେବେ । ସୋସିଆଲ୍ ମିଡିଆରେ ଏବେ ମମତା ଏବଂ ନୁସରତ୍ ଙ୍କ ବିବାହ ଭୋଜି ସମୟର ଏକ ଫଟୋ ଦେଖିବାକୁ ମିଳୁଛି ଯେଉଁଥିରେ ମିମି ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ରିସେପ୍ସନ୍ ମେନ୍ୟୁରେ ଉଭୟ ଆମିଶ ଏବଂ ନିରାମିଶ ଭୋଜନ ପରଷାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe