କନକ ବ୍ୟୁରୋ : ଭୁବନେଶ୍ୱରରେ ପହଁଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମମତା । ଚିଟଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତି ନେଇ ଜେଲରେ ଥିବା ତୃଣମୂଳ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଭେଟିବେ ଦିଦି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମମତା କହିଛନ୍ତି ସୁଦୀପ ଅସୁସ୍ଥ ଥିବା ଖବର ପାଇ ତାଙ୍କୁ ଭେଟିବାକୁ ଓଡିଶା ଆସିଛନ୍ତି । ଏହା ସହ ସମୟ ମିଳିଲେ ନବୀନଙ୍କୁ ମଧ୍ୟ ଭେଟିବେ ବୋଲି କହିଛନ୍ତି ମମତା ।
ଭୁବନେଶ୍ୱରରେ ପହଂଚିଲେ ମମତା ବାନାର୍ଜୀ : ବିମାନବନ୍ଦରରୁ ସିଧାସଳଖ ଗଲେ ଆପୋଲୋ ହସ୍ପିଟାଲ୍
/kanak/media/post_attachments/wp-content/uploads/2017/04/Mamata-1.jpg)