ମାଲକାନଗିରି ସୀମାନ୍ତ ଛତିଶଗଡର କଙ୍କୋରରେ ପୋଲିସ-ମାଓବାଦୀ ମୁହାଁମୁହିଁ : କମ୍ବିଂ ବେଳେ ମାଓ ଶିବିର ଠାବ

Advertisment
ମାଲକାନଗିରି ସୀମାନ୍ତ ଛତିଶଗଡର କଙ୍କୋରରେ ପୋଲିସ-ମାଓବାଦୀ ମୁହାଁମୁହିଁ : କମ୍ବିଂ ବେଳେ ମାଓ ଶିବିର ଠାବ

କନକ ବ୍ୟୁରୋ : ପୁଲିସ-ମାଓବାଦୀ ମୁହାଁମୁହିଁ । ଛତିଶଗଡ କାଙ୍କେର ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । କୋଇଲାବାଡି ଜଙ୍ଗଲରେ କମ୍ବିଂ ସମୟରେ ମାଓ ଶିବିର ଠାବ ହୋଇଛି । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ । ୪୦ଟି ଗ୍ରେନେଡ, ରକେଟ ଲଂଚର, ୬ଟି ବନ୍ଧୁକ, ୧୫ଟି ପିସ୍ତଲ, ବୋମା ଓ ବିସ୍ଫୋରକ ଦ୍ରବ୍ୟ ଜବତ ହୋଇଛି।
ଏଥସହ ଜିଲୋଟିନ,୭ କିଲୋ ବାରୁଦ,ନକ୍ସଲ ପୁସ୍ତକ ସମେତ ବହୁ ଦୈନନ୍ଦିନ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ପୋଲିସ କହିଛି। ଛତିଶଗଡ଼ରେ ଘନ ଘନ କମ୍ବିଂ ଏବଂ ଆକ୍ରମଣ ଯୋଗୁଁ ଶତାଧିକ ନକ୍ସଲ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳକୁ ଚାଲି ଆସି ଡେରା ଜମାଉଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe