ମାଲକାନଗିରିରେ ମାଓବାଦୀଙ୍କ ବର୍ବରକାଣ୍ଡ : ପୁଲିସ ଇନଫର୍ମର ସନ୍ଦେହରେ ବିଜେଡି ସମିତି ସଭ୍ୟଙ୍କୁ ନିସ୍ତୁକ ମାଡ

ମାଲକାନଗିରିରେ ମାଓବାଦୀଙ୍କ ବର୍ବରକାଣ୍ଡ : ପୁଲିସ ଇନଫର୍ମର ସନ୍ଦେହରେ ବିଜେଡି ସମିତି ସଭ୍ୟଙ୍କୁ ନିସ୍ତୁକ ମାଡ

ମାଲକାନଗିରି : ମାଲକାନଗିରିରେ ମାଓବାଦୀଙ୍କ ର୍ବବରକାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ବିଜେଡି ସିିମିତି ସଭ୍ୟଙ୍କୁ ନିସ୍ତୁକ ମାଡ । ନାକାମାମୁଡି ପଂଚାୟତ ନିଲାପାରୀ ଗାଁର ମାଧବ ସୀସାଙ୍କୁ ମାଓବାଦୀମାଦେ ନିସ୍ତୁକ ମାଡ ମାରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe