ମାଲକାନଗିରି : ମାଲକାନଗିରିରେ ମାଓବାଦୀଙ୍କ ର୍ବବରକାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ବିଜେଡି ସିିମିତି ସଭ୍ୟଙ୍କୁ ନିସ୍ତୁକ ମାଡ । ନାକାମାମୁଡି ପଂଚାୟତ ନିଲାପାରୀ ଗାଁର ମାଧବ ସୀସାଙ୍କୁ ମାଓବାଦୀମାଦେ ନିସ୍ତୁକ ମାଡ ମାରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଡାକ୍ତରଖାନାରେ ଭର୍ତି କରାଯାଇଛି ।
ଏହାସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/Screen-shot-2016-12-30-at-9.22.35-AM.png)