ମାଲକାନଗିରି : ଲାଲ ସଂଗଠନର ବହୁ ଗୁମର ଖୋଲିଲେ ଆତ୍ମସମର୍ପଣ କରିଥିବା ମାଓ ଦମ୍ପତି । କ୍ୟାଡରଙ୍କୁ ଭଣ୍ଡାଉଛନ୍ତି ମାଓନେତା । ଆଦର୍ଶରୁ ଦୁରେଇ ଯାଇ ମାଓ ସଂଗଠନ ଏବେ ଲକ୍ଷ୍ୟହୀନ ଭାବରେ ଗତି କରୁଛି ବୋଲି କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଲାଲଗଡର ଗୁମର କଥା ବଖାଣିଛନ୍ତି ୧୫ ବର୍ଷ ଧରି ମାଓ ସଙ୍ଗଠନରେ ସକ୍ରୀୟ ଥିବା ମାଓ ଦମ୍ପତି । କଣ କହିଛନ୍ତି ଏହି ମାଓ ଦମ୍ପତି ଦେଖିବା ଏହି ଭିଡିଓରେ :
ମାଓବାଦୀ ବଖାଣିଲେ ଗୁମର : ବିକାଶ ନାଁରେ ଲାଲଗଡରେ ଚାଲିଛି ଶୋଷଣ
/kanak/media/post_attachments/wp-content/uploads/2016/07/Screen-Shot-2016-07-22-at-9.18.44-AM.png)