ବିଚ୍ଛିନାଂଚଳରେ ଏବେ ବି ଜାରି ରହିଛି ଗୁଳି ବିନିମୟ : ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ୪ ନକ୍ସଲ ମୃତ

ବିଚ୍ଛିନାଂଚଳରେ ଏବେ ବି ଜାରି ରହିଛି ଗୁଳି ବିନିମୟ : ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ୪ ନକ୍ସଲ ମୃତ

ମାଲକାନଗିରି : ମାଲକାନଗିରି ବିଚ୍ଛିନ୍ନାଂଚଳରେ ଆଜି ବି ଚାଲିଛି ଏନକାଉଂଟର । ପଣସପୁଟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ୪ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ୨୪ ମାଓବାଦୀଙ୍କୁ ହତ୍ୟା କରିଥିଲେ ଆନ୍ଧ୍ର-ଓଡିଶା ଯବାନ । କେବଳ ୧୧ ମାଓବାଦୀଙ୍କ ପରିଚୟ ମିଳିଛି । ଏକ ମିଳିତ ପ୍ରେସ କଂନଫରେନ୍ସରେ ଏହା ସ୍ପଷ୍ଟ କରିଛନ୍ତି ମାଲକାନଗିରି ଏସ.ପି ମିତ୍ରଭାନୁ ମହାପାତ୍ର ଓ ବିଶାଖାପାଟଣା ଗ୍ରାମାଂଚଳ ଏସ.ପି. ରାହୁଲ ଦେବ ଶର୍ମା । ଏମାନଙ୍କ ମଧ୍ୟ ରେ ଦୁଇ ଜଣ ଷ୍ଟେଟ କମିଟି ମେମ୍ବର ଥିବା ସ୍ପଷ୍ଟହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe