କନକ ବ୍ୟୁରୋ: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣର ପ୍ରତିବାଦରେ ଆଜି ମାଲକାନଗିରି ବନ୍ଦ ଡାକରା । ହିନ୍ଦୁ ଜାଗରଣ ମଂଚ ପକ୍ଷରୁ ଏହି ୨୪ଘଣ୍ଟିଆ ବନ୍ଦ ପାଳନ କରା ଯାଉଛି । ଜିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତା ମାନେ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରି ରାସ୍ତା ଉବରୋଧ କରିଛନ୍ତି। ବନ୍ଦ ଯୋଗୁ ଗାଡି ମୋଟର ଚଳାଚଳ ପ୍ରଭାବିତ ହୋଇଛି। ଅଧିକାଂଶ ସ୍ଥାନରେ ଦୋକାନ ବଜାର ମଧ୍ୟ ରହିଛି। କିଛି କିଛି ସ୍କୁଲ ଛୁଟି ଘୋଷଣା କରା ଯାଇ ଥିବା ଜଣାପଡିଛି।
ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣର ପ୍ରତିବାଦରେ ଆଜି ମାଲକାନଗିରି ବନ୍ଦ । ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ୨୪ଘଣ୍ଟିଆ ବନ୍ଦ ପାଳନ
Advertisment
Follow Us