ମାଲକାନଗିରି:ପୁଣି ସାମ୍ନାକୁ ଆସିଲା ଚେଙ୍କ ଅଭିଯୋଗ । ମାଲକାନଗିରି କାଲିମେଳା ସ୍ଥିତ ବିଲିଗୁଡା ଗାଁର ୨୧ ବର୍ଷୀୟ ଯୁବକ ରାଜୁ ମାଡକାମି ଚେଙ୍କ ନେଇ ଗୁରୁତର ହୋଇଛନ୍ତି । ପେଟ ବ୍ୟଥା ପାଇଁ ତାଙ୍କୁ ପରିବାର ଲୋକେ ଦିଶାରୀଙ୍କ ନିକଟକୁ ନେଇଯାଇଥିଲେ । ସେଠାରେ ଦିଶାରୀ ରାଜୁଙ୍କ ପେଟରେ ଚେଙ୍କ ଦେବାପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଏହାପରେ ଚିକିତ୍ସା ପାଇଁ ତାଙ୍କୁ ମାଲକାନଗିରି ହସ୍ପିଟାଲରେ ଭର୍ତି କରାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us