ମାଲକାନଗିରି:ପୁଣି ସାମ୍ନାକୁ ଆସିଲା ଚେଙ୍କ ଅଭିଯୋଗ । ମାଲକାନଗିରି କାଲିମେଳା ସ୍ଥିତ ବିଲିଗୁଡା ଗାଁର ୨୧ ବର୍ଷୀୟ ଯୁବକ ରାଜୁ ମାଡକାମି ଚେଙ୍କ ନେଇ ଗୁରୁତର ହୋଇଛନ୍ତି । ପେଟ ବ୍ୟଥା ପାଇଁ ତାଙ୍କୁ ପରିବାର ଲୋକେ ଦିଶାରୀଙ୍କ ନିକଟକୁ ନେଇଯାଇଥିଲେ । ସେଠାରେ ଦିଶାରୀ ରାଜୁଙ୍କ ପେଟରେ ଚେଙ୍କ ଦେବାପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଏହାପରେ ଚିକିତ୍ସା ପାଇଁ ତାଙ୍କୁ ମାଲକାନଗିରି ହସ୍ପିଟାଲରେ ଭର୍ତି କରାଯାଇଛି ।
ମାଲକାନଗିରିରେ ଚେଙ୍କ ଅଭିଯୋଗ:୨୧ ବର୍ଷ ଯୁବକଙ୍କୁ ଦିଶାରୀଦେଲେ ଲୁହା ଚେଙ୍କ
/kanak/media/post_attachments/wp-content/uploads/2016/05/vlcsnap-2016-05-18-12h30m53s035.png)