ମାଲକାନଗିରି ନାୟକଗୁଡା ବିଏସଏଫ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା ! ଇନସାସ ବନ୍ଧୁକରୁ ନିଜକୁ ଗୁଳି କଲେ ଧରମ ସିଂହ

Advertisment
ମାଲକାନଗିରି ନାୟକଗୁଡା ବିଏସଏଫ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା ! ଇନସାସ ବନ୍ଧୁକରୁ ନିଜକୁ ଗୁଳି କଲେ ଧରମ ସିଂହ

କନକ ବ୍ୟୁରୋ : ମାଲକାନଗିରି ନାୟକଗୁଡା ବିଏସଏଫ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା । ଇନସାସ ବନ୍ଧୁକରୁ ନିଜକୁ ଗୁଳି କରିଛନ୍ତି ଯବାନ ଧରମ ସିଂହ । ମୃତ ଯବାନଙ୍କ ଗାଁ ମଧ୍ୟପ୍ରଦେଶରେ ହୋଇଥିବାବେଳେ ଗତ କିଛି ବର୍ଷ ଧରି ସେ ମାଲକାନଗିରି ଜିଲ୍ଲାରେ ୮୫ବ୍ୟାଟାଲିୟନରେ କାର୍ଯ୍ୟରତ ଥିଲେ  । ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡିନାହିଁ  । କିଛି ଦିନ ତଳେ ୧୫୩ ବ୍ୟାଟାଲିୟନର ଜଣେ ଯବାନ ମଧ୍ୟ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe