ସୀମାନ୍ତ ରାଜ୍ୟରୁ ମାଲକାନଗିରିକୁ ପ୍ରବେଶ ମନା :  ସୀମା ସିଲ୍ କରି ଜିଲ୍ଲା ପ୍ରଶାସନର କଡାକଡି ଯାଂଚ

ସୀମାନ୍ତ ରାଜ୍ୟରୁ ମାଲକାନଗିରିକୁ ପ୍ରବେଶ ମନା :  ସୀମା ସିଲ୍ କରି ଜିଲ୍ଲା ପ୍ରଶାସନର କଡାକଡି ଯାଂଚ

କନକ ବ୍ୟୁରୋ : ମାଲକାନଗିରିରେ ପୁଣି ଫେରିଲା କରୋନା କଟକଣା । ମାଲକାନଗିରି ସୀମାକୁ ଚାରି ପଟୁ ସିଲ୍ କଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ଛତିଶଗଡ ସୀମାବର୍ତୀ ଚାଲାଣଗୁଡା, ପଡିଆ ସମେତ ଓଡ଼ିଶାର ଶେଷ ସୀମା ମୋଟୁ ଠାରେ ମଧ୍ୟ ଫେରିଛି କରୋନା କଟକଣା । ଏ ହେଉଛି ମୋଟୁ ସୀମାର ଦୃଶ୍ୟ । ଏଠାରେ ପୁଣି ପ୍ରବାସୀଙ୍କ ଫେରିବା ଆରମ୍ଭ ହୋଇଥିବାବେଳେ ଆରଟିପିସିଆର ଟେଷ୍ଟ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ ନେଇଛନ୍ତି ବ୍ୟକ୍ତିଙ୍କ ରିପୋର୍ଟ ଯାଂଚ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe