କନକ ବ୍ୟୁରୋ : ସରକାରୀ କାର୍ଯ୍ୟକ୍ରମ ନାଁରେ ଚାଲିଛି ଦଳୀୟ ପ୍ରଚାର । ବିଜେପିର କାର୍ଯ୍ୟକ୍ରମ ପାଇଁ ଟଙ୍କା ଉଡାଉଛନ୍ତି ରାଷ୍ଟ୍ରାୟତ କଂପାନୀ । ସବକା ସାଥ୍ ସବକା ବିକାଶ କାର୍ଯ୍ୟକ୍ରମ ଜରିଆରେ ବୁଲି ବୁଲି ମୋଦିଙ୍କ ୩ ବର୍ଷର ସଫଳତା ବଖାଣୁଛନ୍ତି ବିଜେପି ନେତା ଓ ମନ୍ତ୍ରୀ । ହେଲେ ସରକାରୀ କାର୍ଯ୍ୟକ୍ରମରେ ସ୍ଥାନ ପାଉନାହାଁନ୍ତି ସରକାରୀ ଅଧିକାରୀ । ବିଜେପି ନେତା ଓ ରାଷ୍ଟ୍ରାୟତ କଂପାନୀର ବାବୁଙ୍କୁ ନେଇ ଚାଲିଛି ମୋଦୀବାଣୀର ପ୍ରଚାର ।
ଦେଖନ୍ତୁ କନକ ନ୍ୟୁଜର ଏକ୍ସକ୍ଲୁସିଭ୍ ରିପୋର୍ଟ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/vlcsnap-2017-06-22-21h28m45s470.png)