କମୁନି ଜାପାନୀ ଏନସେଫାଲାଇଟିସ ଆତଙ୍କ : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପୁଣି ୨ଆକ୍ରାନ୍ତ ଶିଶୁଙ୍କ ମୃତ୍ୟୁ

କମୁନି ଜାପାନୀ ଏନସେଫାଲାଇଟିସ ଆତଙ୍କ : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପୁଣି ୨ଆକ୍ରାନ୍ତ ଶିଶୁଙ୍କ ମୃତ୍ୟୁ

ମାଲକାନଗିରି : ଥମିନି ଜାପାନୀ ଏନସେଫାଲାଇଟିସ ଆତଙ୍କ । ଆଜି ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ୱରରେ ଆକ୍ରାନ୍ତ ଆଉ ଦୁଇ ଜଣ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁମାନେ ହେଲେ ଆଲୁର ଗାଁର ୨ବର୍ଷର ଶିଶୁ ଅର୍ଜୁନ ପଡିଆମୀ ଓ ଡୁରକାଗୁଡା ଗାଁର ୪ବର୍ଷର ଶିଶୁ ଶୁଭମ ନାୟକ ।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଏହାସହ ୩୪ଦିନରେ ମୃତ୍ୟୁ ସଂଖ୍ୟା ୪୮ରେ ପଂହଚିଛି  ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe