ମାଲକାନଗିରି : ଥମିନି ଜାପାନୀ ଏନସେଫାଲାଇଟିସ ଆତଙ୍କ । ଆଜି ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ୱରରେ ଆକ୍ରାନ୍ତ ଆଉ ଦୁଇ ଜଣ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁମାନେ ହେଲେ ଆଲୁର ଗାଁର ୨ବର୍ଷର ଶିଶୁ ଅର୍ଜୁନ ପଡିଆମୀ ଓ ଡୁରକାଗୁଡା ଗାଁର ୪ବର୍ଷର ଶିଶୁ ଶୁଭମ ନାୟକ ।
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଏହାସହ ୩୪ଦିନରେ ମୃତ୍ୟୁ ସଂଖ୍ୟା ୪୮ରେ ପଂହଚିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/vlcsnap-2016-10-12-08h42m03s091.png)