କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ମଳମାସ । ଅଗଷ୍ଟ ୧୬ ଯାଏଁ ପଡ଼ୁଛି ଯାଏ ପଡ଼ିବ ଏହି ମଳମାସ । ମଳମାସରେ ଭଗବାନ ଶିବ ଓ ବିଷ୍ଣୁଙ୍କୁ ପୂଜା କରିବା ଶୁଭ ବୋଲି ବିଶ୍ୱାସ ରହିଛି । ମଳମାସକୁ ପୁରୁଷତମ ମାସ ବୋଲି କୁହାଯାଏ । କୁହାଯାଏ ଅନ୍ୟମାସ ତୁଳନାରେ ମଳମାସରେ ମନସ୍କାମନା ଅଧିକ ପୂରଣ ହୋଇଥାଏ । ମଳମାସ ଯୋଗୁଁ ୧୯ ବର୍ଷ ପରେ ଯୋଡ଼ା ଶ୍ରାବଣ ପଡ଼ିଛି । ଯୋଡ଼ା ମାସ ଯୋଗୁଁ ଜୁଲାଇ ୧୮ରୁ ଅଗଷ୍ଟ ୧୬ ଯାଏ ମହାଦେବଙ୍କ ଉପରେ ଜଳାଭିଷେକ କରାଯାଇଥାଏ ।

Advertisment