ସଲମାନ ଖାନ୍ ଅଭିନୀତ ଫିଲ୍ମ ‘ଟ୍ୟୁବଲାଇଟ୍’ରେ ଶାହାରୁଖ ଖାନଙ୍କ ଯାଦୁଗର ଚରିତ୍ର ଗୋଗା ପାଶାର ମେକିଙ୍ଗ୍ ଭିଡିଓ ରିଲିଜ ହୋଇଛି । ଯେଉଁଥିରେ ଶାହାରୁଖ ଓ ସଲମାନ ଏକାଠି ସୁଟିଂ କରୁଥିବାର ନଜର ଆସୁଛନ୍ତି । ଏଥିରେ ଫିଲ୍ମର ନିର୍ଦ୍ଦେଶକ କବୀର ଖାନ୍ କହୁଛନ୍ତି ଏହି ଦୃଶ୍ୟ ଗୋଟେ ଦିନରେ ସୁଟିଂ କରାଯାଇଥିଲା । ସୂଚନା ଅନୁସାରେ , ଏହି ଫିଲ୍ମରେ ଶାହାରୁଖ ଯାଦୁଗର ଭୂମିକା ନିଭାଇଥିଲେ ।
ଦେଖନ୍ତୁ ଏହି ମେକିଙ୍ଗ୍ ଭିଡ଼ିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/tubelight.jpg)