କନକ ବ୍ୟୁରୋ : ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରାଯାଇଛି । ବ୍ରିଜେଶ ରାୟଙ୍କ କଟକ- ଭୁବନେଶ୍ୱରର ଅତିରିକ୍ତ ସିପି ଭାବେ ନିଯୁକ୍ତି ଦିଆଯାଇଛି । ସେହିଭଳି ଜେଲ ଡିଜି ଭାବେ ଏଏମ୍ ପ୍ରସାଦଙ୍କୁ ନିଯୁକ୍ତି ମିଳିଛି । ଅରୁଣ ରାୟଙ୍କୁ ନିର୍ଦ୍ଦେଶକ, ପ୍ରିଣ୍ଟିଂ ଓ ପବ୍ଲିକେସନ କଟକର ଦାୟୀତ୍ୱ ମିଳିଛି । ଲଳିତ ଦାସଙ୍କୁ ଏଚଆରପିସିର ଅତିରିକ୍ତ ଡିଜି ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ଉମାଶଙ୍କର ଦାସଙ୍କୁ ଏଆଇଡବ୍ଲ୍ୟୁର ଡିଆଇଜି ଭାବେ ଦାୟୀତ୍ୱ ମିଳିଛି ।
ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟୀତ୍ୱ
/kanak/media/post_attachments/wp-content/uploads/2023/10/Untitled-1-12.jpg)