ରାସ୍ତା ଉପରେ ଜଳିଗଲା ବସ୍ । ଭୁବନେଶ୍ୱର, ସହୀଦନଗରରେ ରାସ୍ତା ଉପରେ ଠିଆ ହୋଇଥିବା ବସ୍ ରେ ହଠାତ୍ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି । ହୁତୁହୁତୁ ହୋଇ ବସଟି ଜଳିଯାଉଛି । /kanak/media/post_attachments/wp-content/uploads/2019/12/Screen-Shot-2019-12-25-at-3.10.17-PM-300x225.png)
ବସର ନମ୍ବର - କେଏ୦୧ଡି୫୧୮୦ ରହିଛି । ଦମକଳ ବାହିନି ପାଣି ଢାଳି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଛନ୍ତି । ଯାହା ସୂଚନା ରହିଛି ନିଆଁକୁ ଆୟତ କରିବାରେ ସଫଳ ହୋଇଛନ୍ତି ଦମକଳ ବାହିନୀ । ତେବେ ଅଗ୍ନିକାଣ୍ଡ ପଛରେ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/Screen-Shot-2019-12-25-at-3.10.00-PM.png)