କନକ ବ୍ୟୁରୋ : ଶିଳ୍ପପତି ମହିମା ମିଶ୍ରଙ୍କୁ ଦିନିକିଆ ରିମାଣ୍ଡରେ ନେବ ତାଳଚେର ପୁଲିସ । କୁଜଙ୍ଗ ଜେଏମଏଫସି କୋର୍ଟରେ ୩ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା ତାଳଚେର ପୁଲିସ । ତେବେ ତାଙ୍କୁ ଦିନିକିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ୨୦୧୧ ମସିହାରେ ତାଳଚେର କୋଲିଆରୀ ଥାନା ଅଂଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣା ନେଇ ଅଧିକ ପଚରାଉଚରା କରିବ ପୁଲିସ ।
ଜଲାରାମ ଟ୍ରାନ୍ସପୋର୍ଟର ଅମୀୟ ଗାଙ୍ଗୁଲି ଓ ସହଯୋଗୀଙ୍କ ଉପରେ ଆକ୍ରମଣ ଆକ୍ରମଣ ହୋଇଥିଲା । ଏନେଇ କଲୋରୀ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ସନ୍ତୋଷ । ଶତପଥି ଓ ମହିମା ମିଶ୍ରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ପାରାଦୀପ ସିୱେଜ ସିପିଂ ମ୍ୟାନେଜର ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଶିଳ୍ପପତି ମହିମା ମିଶ୍ର ।
ଏହାସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/mahima.jpg)