ପପୁଙ୍କ ପାଇଁ ବଢିଲା ଅଡୁଆ : ପପୁଙ୍କୁ ଗିରଫ ଦାବିରେ ମହିଳା ଥାନା ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା

ପପୁଙ୍କ ପାଇଁ ବଢିଲା ଅଡୁଆ : ପପୁଙ୍କୁ ଗିରଫ ଦାବିରେ ମହିଳା ଥାନା ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ପପୁଙ୍କ ପାଇଁ ବଢିଲା ଅଡୁଆ । ପପୁଙ୍କୁ ଗିରଫ ଦାବିରେ ମହିଳା ଥାନା ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା । କାଷ୍ଟିଂ କାଉଚ ଅଭିଯୋଗ ମାମଲାରେ ପପୁଙ୍କୁ ୧୨ ଘଂଟା ମଧ୍ୟରେ ଗିରଫ କରିବାକୁ ଦାବି କରାଯାଇଥିଲା । କିନ୍ତୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି । ମହିଳା ଥାନା ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe