ରିଲିଜ୍ ହୋଇଛି ହ୍ରିତିକ୍ ରୋଶନଙ୍କ ଅପକମିଙ୍ଗ୍ ମୁଭି ମହେଞ୍ଜୋଦାରୋର ଟ୍ରେଲର୍ । ହ୍ରିତିକ୍ ନିଜେ ଏହି ଟ୍ରେଲରକୁ ତାଙ୍କ ଟ୍ୱିଟର ପେଜ ଜରିଆରେ ସେୟାର କରିଛନ୍ତି । ତେବେ ଫିଲ୍ମଟି ରିଲିଜ ଆଗରୁ ହିଁ ଚର୍ଚ୍ଚାରେ ରହି ଆସିଛି । କାରଣ ମହେଞ୍ଜୋଦାରୋ ହେଉଛି ବଲିଉଡର ସବୁଠାରୁ ବ୍ୟୟବହୁଳ ଐତିହାସିକ ମୁଭି । ଫିଲ୍ମରେ ହ୍ରିତିକଙ୍କ ଅପୋଜିଟରେ ନଜର ଆସିଛନ୍ତି ଅଭିନେତ୍ରୀ ପୁଜା ହେଗଡେ । ତେବେ ଫିଲ୍ମଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ । ଆଶୁତୋଷ ଗୋୱାରିକରଙ୍କ ନିର୍ଦେଶିତ ଏହି ଫିଲ୍ମର ମ୍ୟୁଜିକ କମ୍ପୋଜ କରିଛନ୍ତି ଏ.ଆର । ଫିଲ୍ମଟି ଆସନ୍ତା ଅଗଷ୍ଟ ୧୨ ତାରିଖରେ ରିଲିଜ ହେବ ।
ରିଲିଜ୍ ହେଲା ବହୁଚର୍ଚ୍ଚିତ ଫିଲ୍ମ ମହେଞ୍ଜୋଦାରୋର ଟ୍ରେଲର୍
/kanak/media/post_attachments/wp-content/uploads/2016/06/Mohenjo-Daro-Movie.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)