ତୁଟିଲା ଜାଗର ବିବାଦ :୧୪ରେ ମହାଦେବଙ୍କ ମହାଶିବରାତ୍ରୀ

Advertisment
ତୁଟିଲା ଜାଗର ବିବାଦ :୧୪ରେ ମହାଦେବଙ୍କ ମହାଶିବରାତ୍ରୀ

କନକ ବ୍ୟୁରୋ : ମହାଶିବରାତ୍ରୀ ତିଥିକୁ ନେଇ ତୁଟିଲା ବିବାଦ । ୧୪ରେ ହିଁ ମହାଦେବଙ୍କ ମହାଶିବରାତ୍ରୀ ମହାପର୍ବ ଅନୁଷ୍ଠିତ ହେବ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏହି ନିଷ୍ପତ୍ତିି ନେଇଛନ୍ତି । ଶିବରାତ୍ରୀକୁ ନେଇ ବିଭିନ୍ନ ପାଂଜିରେ ପାର୍ଥକ୍ୟ ଦେଖାଦେଇଥିଲା ।

publive-imageକିଛି ପାଂଜିରେ ୧୩ ତାରିଖକୁ ଶିବରାତ୍ରୀ ଦର୍ଶାଯାଇଥିବା ବେଳେ ଆଉ କିଛି ପାଂଜିରେ ୧୪ ତାରିଖକୁ ଶିବରାତ୍ରୀ ବୋଲି ଦର୍ଶାଯାଇଛି । ଅନ୍ୟପଟେ କିଛି ପାଂଜି ଗଣନାକାରୀ କହିଥିଲେ ୧୩ ତାରିଖରେ ହିଁ ଶିବରାତ୍ରୀ ଯୋଗ ପଡିଛି । ଯେଉଁ ସବୁ ପଞିକାରେ ଶିବରାତ୍ରୀ ୧୪ ତାରିଖ ଦର୍ଶାଯାଇଛି ସେହି ଗଣନାକରୀମାନେ ନିସର୍ତ୍ତ କ୍ଷମା ମାଗନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe