କନକ ବ୍ୟୁରୋ: ଏନସିବିର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡେ ଶନିବାର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଆର୍ୟ୍ୟନ ଖାନଙ୍କ ଡ୍ରଗ୍ସ ମାମଲାରେ ୨୫ କୋଟି ଟଙ୍କାର ଅର୍ଥ ଆଦାୟ ମାମଲାରେ ତଦନ୍ତ ପାଇଁ ସେ ସିବିଆଇ ଆଗରେ ହାଜର ହୋଇଛନ୍ତି । ଏହି ମାମଲାରେ ୱାଙ୍ଖେଡେ ପ୍ରଥମ ଥର ପାଇଁ ସିବିଆଇ ପଚରାଉଚରାର ସାମ୍ନା କରୁଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ବମ୍ବେ ହାଇକୋର୍ଟ ମେ ୨୨ ତାରିଖ ଯାଏ ତାଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ତାଙ୍କୁ ୧୫ଟି ପ୍ରଶ୍ନ ପଚାରିଥିବା ଜଣାପଡିଛି ।
ସମୀର ୱାଙ୍ଖେଡେଙ୍କୁ ସିବିଆଇର ପଚରାଉଚରା । ୧୫ ପ୍ରଶ୍ନ ପଚାରିଲେ ସିବିଆଇ ଅଧିକାରୀ
/kanak/media/post_attachments/wp-content/uploads/2023/05/samir.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)