କନକ ବ୍ୟୁରୋ : ମହାରାଷ୍ଟ୍ରରେ ବସ୍ ଜଳିଯିବାରୁ ୨୫ଜଣ ଜୀବନ୍ତ ଦଗ୍ଧ । ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ୍ ୱେରେ ନିଆଁ ଲାଗି ବସ୍ ଜଳିଗଲା । ନାଗପୁରରୁ ମୁମ୍ବାଇ ଆସୁଥିଲା ଏହି ବସ୍ । ବସରେ ପାଖାପାଖି ୩୨ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୮ ଗୁରୁତର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅଧିକ ଯାତ୍ରୀ ଥିବାରୁ ବସ୍ ଟାୟାର ଫାଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

Advertisment