କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପଶ୍ଚିମ ଓଡିଶାର ୬ଟି ଜିଲ୍ଲାରେ କଳସ ଯାତ୍ରା କରାଯାଉଛି। ବିଜେଡି ପକ୍ଷରୁ ମହାନଦୀ ବଂଚାଓ ଓଡିଶା ବଂଚାଓ ଅଭିଯାନ ଆରମ୍ଭ ହୋଇଛି । ଆଜି ବରଗଡରେ ବିଜେଡି ମହିଳା ମୋର୍ଚା ପକ୍ଷରୁ କଳସ ଯାତ୍ରା କରାଯାଉଛି। ବରଗଡରେ ମହିଳା କର୍ମୀମାନେ କଳସ ମୁଣ୍ଡାଇ ଶୋଭାଯାତ୍ରା କରୁଛନ୍ତି। ଏହି କଳସ ଯାତ୍ରା ୨୫ ତାରିଖ ଯାଏଁ ଚାଲିବ।
ମହାନଦୀ ଜଳ ବିବାଦ ପ୍ରସଙ୍ଗ : ପଶ୍ଚିମ ଓଡିଶାରେ ୬ଟି ଜିଲ୍ଲାରେ ବିଜେଡି କଳସ ଶୋଭାଯାତ୍ରା
/kanak/media/post_attachments/wp-content/uploads/2016/08/vlcsnap-2016-08-20-11h12m39s749.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)