ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀର ମହାମିଛ ପ୍ରସଙ୍ଗରେ ଜବାବ ରଖିଲେ ଓଡିଶା ସରକାର । ମୁଖ୍ୟଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ । ଆମେ ଛତିଶଗଡ ସରକାରଙ୍କ ଚିଠି ପାଇନାହୁଁ ବୋଲି କହିଛନ୍ତି ମୁଖ୍ୟଶାସନ ସଚିବ ।
ମହାନଦୀର ମହାମିଛ ପ୍ରସଙ୍ଗ : କନକ ନ୍ୟୁଜ୍ ରେ ପ୍ରସାରିତ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖିଲେ ଓଡିଶା ସରକାର
/kanak/media/post_attachments/wp-content/uploads/2016/07/vlcsnap-2016-07-30-19h05m32s727.png)