ମହାଦେବ ବେଟିଂ ସ୍କାମର ମାଷ୍ଟରମାଇଣ୍ଡ ଗିରଫ । ଅନଲାଇନ ଆପର ମାଲିକ ରବି ଉପଲ ଦୁବାଇରୁ ଗିରଫ

164

କନକ ବ୍ୟୁରୋ : ଅନଲାଇନ ବେଟିଂ ଆପ ମହାଦେବ ସ୍କାମର ମାଷ୍ଟରମାଇଣ୍ଡ ତଥା ମାଲିକ ରବି ଉପଲଙ୍କୁ ଗିରଫ କରିଛି ପୁଲିସ । ରବିଙ୍କୁ ଦୁବାଇରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଭାରତୀୟ ଅ ତଦନ୍ତାକରୀ ସଂସ୍ଥା ଦୁବାଇ ସହ ଯୋଗାଯୋଗ କରି ରେଡ କର୍ଣ୍ଣର ନୋଟିସଜାରି କରିଥିଲେ । ସେପଟେ ଅନ୍ୟପଟେ ଅଭିଯୁକ୍ତ ସୌରଭ ଭରଦ୍ୱାଜ ଫେରାର ଥିବାବେଳେ ତାଙ୍କୁ ଗିରଫ ପାଇଁ ଉଦ୍ୟମ ତ୍ୱରାନିତ୍ୱ କରାଯାଇଛି । ସେପଟେ ଅନ୍ୟତମ ପ୍ରମୋଟର ତଥା ଅଭିଯୁକ୍୍ ଶୁଭମ ସୋନିଙ୍କୁ ଦୁବାଇରେ ପହଁଚି ଜେରା କରୁଛି ଇଡି । ମହାଦେବ ବେଠିଂ ଆପ ପ୍ରାୟ ୬୦ରୁ ଅଧିକ ବେଆଇନନ ଅନଲାଇନ ବେଟିଂ ଆପ ମାଧ୍ୟମରେ ସ୍କାମ କରୁଥିଲା । ୬ହଜରେୋକଯିରୁ ଅଧିକ ଟଙ୍କାର ବଡ ସ୍କାମ ହୋଇଛି । ୧୪ଜଣ ଦୋେଈ ।।ବସ୍ତ ହୋଇଛନ୍ତି । ଅନଲାଇନ ବେଟିଂ ଆପ ନାଁରେ କ୍ଷ ଲକ୍ଷ ନକଲି ଆପ ରହିଛି ।